ଅବହେଳିତ ଆଦିବାସୀ ଗାଁ: ଜଣେ ବି ୧୦ମ ଶ୍ରେଣୀ ପାସ୍‌ କରିନାହାନ୍ତି

ଗାଁ’ରେ ନାହିଁ ଅଙ୍ଗନବାଡ଼ି କେନ୍ଦ୍ର,ସ୍କୁଲ ନ ଯାଇ ପିଲାଏ ସଂଗ୍ରହ କରୁଛନ୍ତି ମହୁଲ, ଖଲି ପତ୍ର, ଜାଳେଣୀ କାଠ ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଞ୍ଚାୟତ ନେପାଳ ଆଦିବାସୀ ଅଞ୍ଚଳ ପ୍ରଶାସନର ଉଦାସୀନତା ଯୋଗୁ ସମାଜରେ ଅଜଣା ଅଚିହ୍ନା ହୋଇ ରହିଛି। ଗାଁର ବିକାଶ କଥା ଚିନ୍ତା କରିବାକୁ ପ୍ରଶାସନ କେବେ ବି ଚେଷ୍ଟା କରିନି। ବର୍ଷାଦିନ ହେବା ମାତ୍ରେ ଆଦିବାସୀମାନେ ଗାଁରେ ବନ୍ଦୀ ହୋଇ ରୁହନ୍ତି। ଦୁର୍ଗମ ଅଞ୍ଚଳର … Continue reading ଅବହେଳିତ ଆଦିବାସୀ ଗାଁ: ଜଣେ ବି ୧୦ମ ଶ୍ରେଣୀ ପାସ୍‌ କରିନାହାନ୍ତି